Saturday, June 27, 2026

ଆରେ ଭାଇ ମୋଦୀ ଥିଲେ ସବୁ ସମ୍ଭବ ... ଯେମିତି ରାମ ମନ୍ଦିର ହାର ବିଦେଶରେ ପହଞ୍ଚି ଯିବ, ରାମଙ୍କ ନାମରେ ଦଙ୍ଗା, ହଣା କଟା, ଗୋ-ହତ୍ୟା ହେଇ ପାରିବ ଆଉ ଯଦି ବେଶୀ କିଏ କହିବ ... ତେବେ ସେମାନେ କହିବେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର ହେଲେ ତାଙ୍କ ପୈତୃକ ସମ୍ପତ୍ତି ସେମାନେ ତାଙ୍କ ସହ ଯାହା ଇଚ୍ଛା କରିବେ ଯଥା ତାଙ୍କ ମନ୍ଦିରରୁ ଚୋରି କରିବେ, ତାଙ୍କ ନାଁରେ ମର୍ଡର କରିବେ, ଦୁଷ୍କର୍ମ କରିବେ, ଚୋରି କରିବେ, ତାଙ୍କ ନାଁରେ ଭୋଟ ମାଗିବେ ଇତ୍ୟାଦି ଇତ୍ୟାଦି www.navjivanfoundation.org


 

No comments:

Post a Comment