Tuesday, June 30, 2026
ଚାନ୍ଦବାଲିରେ ଜନ୍ମିତ ଧାମନଗରରେ ନିଜର କର୍ମ ଆରମ୍ଭ କରି ଅର୍ଗସ ପରେ ଆକାଶବାଣୀ ରେ ନିଜର ସୁରିଲା ଶବ୍ଦଯାଦୁ ରେ ସଭିଙ୍କୁ ମନ୍ତ୍ରମୁଗ୍ଧ କରୁଥିବା ଯୁବ ପ୍ରତିଭା ସାନ ଭାଇ ସଂଗ୍ରାମ ତ୍ରିପାଠୀଙ୍କ ଚତୁର୍ଥୀ ଉତ୍ସବ ରେ ତାଙ୍କ ଯଶିପୁର, ଚାନ୍ଦବାଲି ସ୍ଥିତ ବାସଭବନରେ ସାମିଲ ହୋଇ ମାଆ ତଥା ପରିବାର ଆଦର ଆତିଥ୍ୟରେ ମୁଗ୍ଧ ହେଵା ସହ ନବଦମ୍ପତିଙ୍କ ସୁଖ ସବୁଜ ମୟ ଦାମ୍ପତ୍ୟ ଜୀବନ ନିମିତ୍ତ ପ୍ରାର୍ଥନା କଲୁ ବିଶ୍ଵନିୟନ୍ତାଙ୍କ ନିକଟରେ! चाँदबाली में जन्मे युवा प्रतिभा,धमनगर में अर्गास के बाद आकाशवाणी में अपने मधुर शब्दों के जादू से सबको मंत्रमुग्ध कर दिया,अपने छोटे भाई संग्राम त्रिपाठी के चौथे पर्व पर उनके निवास जसीपुर चाँदबाली में जाकर उनकी माँ के स्नेह आतिथ्य से मंत्रमुग्ध हो गए और नवविवाहितों की खुशियों और हरित वैवाहिक जीवन की प्रार्थनाओं के साथ परिवार। दुनिया के सामने कर दिया! www.navjivanfoundation.org
Subscribe to:
Post Comments (Atom)
No comments:
Post a Comment