Wednesday, June 3, 2026
ନିଷ୍ତୁର ନିୟତି -ଜଗତସିଂହପୁର ଗାନ୍ଧୀ ବିଚାର ବ୍ୟକ୍ତିତ୍ୱ ରବି ମହାନ୍ତି ଆମ ଗାଁର ଦାଦା ପ୍ରସନ୍ନ ନାୟକଙ୍କ ଅକାଳ ବିୟୋଗ ରେ ଆଜି ଦିନଟି ମୋ ପାଇଁ ମର୍ମାହତ ହତବାକ ହେବାର ଦିନ ରବି ଭାଇଙ୍କ ସହ ୫ ଦିନ ପୂର୍ବରୁ କଥା ହେଇଥିଲି ପ୍ରସନ୍ନ ଦାଦାଙ୍କୁ ୫ ଦିନ ତମେ ତାଙ୍କ ଘରେ ଦେଖା କରି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ଆସିଥିଲି ! ଉଭୟଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି www.navjivanfoundation.org
Subscribe to:
Post Comments (Atom)


No comments:
Post a Comment