Friday, June 5, 2026

ଆଜି ଜୁନ୍‌ ୫, ବିଶ୍ୱ ପରିବେଶ ଦିବସ। ଆମ ପୃଥିବୀକୁ ସବୁଜ, ସୁନ୍ଦର ଏବଂ ପ୍ରଦୂଷଣମୁକ୍ତ ରଖିବାକୁ ସଂକଳ୍ପ ନେବାର ଦିନ。ପରିବେଶ ସୁରକ୍ଷା ପାଇଁ ଆମେ ଆଜି କିଛି ଛୋଟ ପଦକ୍ଷେପ ନେଇପାରିବା:ଗଛ ଲଗାନ୍ତୁ: ପରିବେଶକୁ ସୁସ୍ଥ ରଖିବା ପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ କରନ୍ତୁ। www.navjivanfoundation.org


 

No comments:

Post a Comment