Wednesday, June 17, 2026
केंद्रपाडा जिले के महाकालपाड़ा ब्लॉक के चेमेली ओझा की बिना किसी गलती के गिरफ्तारी के संबंध में प्रदेश अध्यक्ष सुब्रत कुमार डैश ने राष्ट्रीय मानवाधिकार आयोग के सामने मुकदमा दर्ज किया। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଳକ ତିକ୍ଷୀରି ସରପଞ୍ଚ ଚେମେଲୀ ଓଝାଙ୍କୁ ବିନା ଦୋଷରେ ଗିରଫ କରିବା ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାର ସଂଗଠନ ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ | www.navjivanfoundation.org
Subscribe to:
Post Comments (Atom)
No comments:
Post a Comment