Tuesday, July 7, 2026

ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ କଣ କେବଳ ଥରେ ହିଁ ପଦବୀରେ ରହିପାରିବେ? ଏଭଳି ଏକ ଚାଞ୍ଚଲ୍ୟକର ଆବେଦନକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ମଧ୍ୟପ୍ରଦେଶ ହାଇକୋର୍ଟରେ ଭାରତ ସାରା 'One Person, One Post, One Term' ନୀତି ଲାଗୁ କରିବାକୁ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଏହି ଆବେଦନରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ସାଂସଦଙ୍କ ଭଳି ପ୍ରମୁଖ ସାମ୍ବିଧାନିକ ପଦବୀ ପାଇଁ ମାତ୍ର ଗୋଟିଏ କାର୍ଯ୍ୟକାଳ ସୀମା ସ୍ଥିର କରିବାକୁ ପ୍ରସ୍ତାବ ଦିଆଯାଇଛି। କୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରି ୩ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି। ଲୋକତନ୍ତ୍ରକୁ ଅଧିକ ମଜବୁତ କରିବା ପାଇଁ ନେତାମାନଙ୍କ କାର୍ଯ୍ୟକାଳକୁ ଏଭଳି ସୀମିତ କରାଯିବା ଆବଶ୍ୟକ କି? www.navjivanfoundation.org


 

No comments:

Post a Comment