Thursday, July 23, 2026

ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ଅଭିନେତା ତଥା ତାମିଲନାଡୁ TVK ଦଳର ମୁଖ୍ୟ ବିଜୟ (ଥାଲାପତି ବିଜୟ) ଜୁଲାଇ ୨୦ ତାରିଖ ରାତିରେ ଦିଲ୍ଲୀର ଜନ୍ତର ମନ୍ତରରେ ପହଞ୍ଚି ଛାତ୍ର ଆନ୍ଦୋଳନକୁ ସମର୍ଥନ କରିଥିଲେ। ତେବେ, ଏହି ଦାବିର କୌଣସି ସ୍ୱାଧୀନ ପୁଷ୍ଟି ମିଳିନାହିଁ। ଏପର୍ଯ୍ୟନ୍ତ ବିଜୟ ସାର କିମ୍ବା ତାଙ୍କ ଦଳ ପକ୍ଷରୁ ମଧ୍ୟ ଏନେଇ କୌଣସି ଆଧିକାରିକ ବିବୃତ୍ତି ଜାରି ହୋଇନାହିଁ www.navjivanfoundation.org


 

No comments:

Post a Comment