Tuesday, July 14, 2026
ଵାଵାମଣି ଡିଗ୍ରୀ ମହାବିଦ୍ୟାଳୟ ସଂସ୍କୃତି ଅଧ୍ୟାପକ ତଥା ଆରଡ଼ି ରେ ବାବାମଣିଙ୍କ ସେବାୟତ ବିଜୟ କୁମାର ଦାଶଙ୍କୁ ଉତ୍ତର ଓଡ଼ିଶାର ଫକିରମୋହନଙ୍କ ବିଶ୍ବବିଦ୍ୟାଳୟ ପକ୍ଷରୁ କୁଳପତି ବରିଷ୍ଠ ପ୍ରଫେସରଙ୍କ ଦ୍ଵାରା ସର୍ଵଶ୍ରେଷ୍ଠ ଜାତୀୟ ସେବା ଶିବିରର ଅଧିକାରୀ ଭାବେ ସମ୍ମାନିତ ହୋଇଛନ୍ତି, ଆମ ଗୌରବ ପ୍ରେରଣାଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି! www.navjivanfoundation.org
Subscribe to:
Post Comments (Atom)
No comments:
Post a Comment