Saturday, July 11, 2026
आश्रम में अपनों के साथ कुछ पल, अरुआ डालमा के साथ नाडा मशरूम के साथ सदा बाबा का स्वादिष्ट प्रसाद सादर परोसा! बाबू भाई की व्यवस्था और सहयोग बहुत अच्छा लगा ! बापू भाई और बाबू भाई की प्रेरणा से रोहित भाई, सहदेव भाई, मानस भाई की उपस्थिति में ब्रह्मकमल का पेड़ लगाने का अवसर! ଆପଣାର ମାନଙ୍କ ସହ ଆଶ୍ରମରେ କିଛି ମୁହୂର୍ତ୍ତ, ଅରୁଆ ଡାଲମା ସାଙ୍ଗକୁ ନଡ଼ା ଛତୁ ସଦା ବାବାଙ୍କ ସ୍ୱାଦିଷ୍ଟ ପ୍ରସାଦ ପରସି ଦେଲେ ଶ୍ରଦ୍ଧାରେ ! ବାବୁ ଭାଇଙ୍କ ଆୟୋଜନ ଓ ଶୁଭମ ସହଯୋଗ ସତରେ ଖୁବ ଭଲ ଲାଗିଲା! ବ୍ରହ୍ମକମଳ ବୃକ୍ଷ ରୋପଣ କରିବାର ସୁଯୋଗ ବାପୁ ଭାଇ ଓ ବାବୁ ଭାଇଙ୍କ ପ୍ରେରଣାରୁ ରୋହିତ ଭାଇ, ସହଦେଵ ଭାଇ, ମାନସ ଭାଇଙ୍କ ଉପସ୍ଥିତ ରେ! www.navjivanfoundation.org
Subscribe to:
Post Comments (Atom)
No comments:
Post a Comment