Saturday, July 18, 2026

ମହାପ୍ରଭୁଙ୍କ ଲୀଳାର ଗଭୀରତାକୁ ବୁଝିବା ସହଜ ନୁହେଁ। ସେ ଯେତେବେଳେ ରତ୍ନବେଦୀ ଛାଡ଼ି ରଥରେ ବସନ୍ତି, ସେତେବେଳେ ସେ କେବଳ ଦେବତା ନୁହଁନ୍ତି—ସେ ପ୍ରତ୍ୟେକ ଭକ୍ତଙ୍କ ନିଜର ଲୋକ ହୋଇଯାନ୍ତି। ଏହାହିଁ ଜଗନ୍ନାଥ ସଂସ୍କୃତିର ମହିମା—ଭଗବାନ ଭକ୍ତଙ୍କୁ ଡାକନ୍ତି ନୁହେଁ, ସ୍ୱୟଂ ଭକ୍ତଙ୍କ ପାଖକୁ ଚାଲି ଆସନ୍ତି। ଜୟ ଜଗନ୍ନାଥ। www.navjivanfoundation.org











 

No comments:

Post a Comment