Wednesday, July 8, 2026
ଯଦି ଏଫ୍ଆଇଆର୍ ଅଛି, ଦଳ ବଦଳାନ୍ତୁ, ସେଠି 'ୱାଶିଂ ମେସିନ୍' ଅଛି! ବମ୍ବେ ହାଇକୋର୍ଟଙ୍କ ଏହି ଝଟକା ଦେଲା ଭଳି ମନ୍ତବ୍ୟ କଣ ଦେଶର ପ୍ରକୃତ ରାଜନୈତିକ ସତ୍ୟତା? ଦେଶରେ ଚାଲିଥିବା ନେତାଙ୍କ ଦଳବଦଳ ଏବଂ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟଶୈଳୀକୁ ନେଇ ବମ୍ବେ ହାଇକୋର୍ଟ ଏକ ବଡ଼ ପର୍ଯ୍ୟବେକ୍ଷଣ କରିଛନ୍ତି। କୋର୍ଟ କହିଛନ୍ତି ଯେ ଅଭିଯୋଗ ଥିବା ନେତାମାନେ ଦଳ ବଦଳାଇବା ମାତ୍ରେ ସବୁ ଦୋଷ ମାଫ୍ ହୋଇଯାଉଛି। ଏହି ଟିପ୍ପଣୀକୁ ନେଇ ଏବେ ସାରା ଦେଶର ରାଜନୈତିକ ମହଲରେ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି। ରାଜନୈତିକ ଫାଇଦା ପାଇଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ବ୍ୟବହାର କରାଯାଉଥିବା ଅଭିଯୋଗ ସହ ଆପଣ ସହମତ କି? www.navjivanfoundation.org
Subscribe to:
Post Comments (Atom)
No comments:
Post a Comment