Tuesday, July 14, 2026

ମାସେ ପୂର୍ବରୁ ମାଉସୀ ଘରେ ମାଉସୀ ଝିଅ ଭଉଣୀ ସୁନା ଖୁସିରେ ପଚାରୁ ଥିଲା କାହ୍ନା ଭାଇ ତୁ କେବେ ବାହାହବୁ ଆମେ ଯିବୁ, କାଲି କଟକ ମେଡ଼ିକାଲରେ ଆ ଇ ସିୟୁ ରେ ଦେଖି ଆସିଥିଲେ ବ୍ରେନ ଟ୍ୟୁମର ଅପରେସନ ପାଇଁ ଡାକ୍ତର ଙ୍କୁ ପଚାରିବାରୁ ସେମାନେ ବି ନିରୁପାୟ କହିଲେ, ମଧ୍ୟ ରାତିରେ ଚାଲିଗଲା, ଆଜି ତାର ଶାଶୂଘର ବାରୋ, ତିହିଡ଼ି ରେ ଶେଷ ଦର୍ଶନ କରି ତାର ଅମର ଆତ୍ମାର ସଦ୍ଗତି କାମନା କଲି ଶୋକାକୁଳ ପରିବେଶରେ ! www.navjivanfoundation.org






 

No comments:

Post a Comment