Tuesday, July 14, 2026

ତିନି ତିନି ଥରର ମୁଖ୍ୟମନ୍ତ୍ରୀ। ଓଡ଼ିଆ ଅସ୍ମିତାର ମହାନ ସାରଥୀ। ଆଧୁନିକ ଓଡ଼ିଶାର ଅନନ୍ୟ ବିନ୍ଧାଣୀ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକ ବିଭିନ୍ନ ସୁଦୃଢ଼ ଅନୁଷ୍ଠାନର ଗଠନ, ଜନସାଧାରଣଙ୍କ ସଶକ୍ତିକରଣ ଏବଂ ଓଡ଼ିଶାର ସମୃଦ୍ଧ ଭବିଷ୍ୟତର ଦିଗ ନିର୍ଣ୍ଣୟ କରିବା ଦିଗରେ ନିଜର ସମଗ୍ର ଜୀବନକୁ ଉତ୍ସର୍ଗ କରିଦେଇଥିଲେ ଓଡ଼ିଶାର ପ୍ରଗତି ଓ ଅଭିବୃଦ୍ଧି କାହାଣୀର ପ୍ରତିଟି ସଫଳ ଅଧ୍ୟାୟରେ ତାଙ୍କର ସେହି ଅମ୍ଳାନ କୀର୍ତ୍ତିରାଜି ଏବଂ ମହାନ ଅବଦାନ ଆଜି ବି ଜୀବନ୍ତ www.navjivanfoundation.org


 

No comments:

Post a Comment