Thursday, August 20, 2026

ଦୀର୍ଘ ପାଞ୍ଚଦିନ ହେବ ନିଖୋଜ ଥିବା ଧାମନଗର ବ୍ଲକ ଅର୍ଜୁନପୁର ପଞ୍ଚାୟତ ଅଧୀନ ବାଲିପାଟଣା ଗ୍ରାମ ୧୦ ନମ୍ବର ୱାର୍ଡର ସୁନନ୍ଦ ବେହେରା (୪୦)ଗୁରୁତର ଅବସ୍ଥାରେ ବାଜାପତି ନିକଟରୁ ସମାଜସେବୀ ରୁଦ୍ର ନାୟକଙ୍କ ନେତୃତ୍ୱରେ ଓଡ୍ରାଫ ଟିମ ଦ୍ୱାରା ଉଦ୍ଧାର। www.navjivanfoundation.org


 

No comments:

Post a Comment