Friday, August 21, 2026

କେବଳ ସେମାନେ ଫୋଟୋ ଉଠାକୁ ବେଉଷା କରିନାହାନ୍ତି, ମାନବିକତା ଦେଖାଇବାରେ ପଛରେ ନାହାନ୍ତି ! ଆଜି "ଭଦ୍ରକ ଫୋଟୋଗ୍ରାଫର ସଂଘ " ଭାଇ ମାନେ ବନ୍ୟା ପ୍ରପୀଡ଼ିତ ପଧାନୀ ପଞ୍ଚାୟତର ଦାସପାରି ଗାଁର ସହସ୍ରାଧିକ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରି ସାମାଜିକ କର୍ତ୍ତବ୍ୟ ବୋଧ ପ୍ରତିପାଦନ କରିଛନ୍ତି! ନେତୃତ୍ୱ ଅଭିଜ୍ଞ ଏଡ଼ିଟର ବିବେକାନନ୍ଦ ନାୟକ, ଲିପୁ ସେଠୀ,ରାକେଶ ନନ୍ଦ, ତାପସ ବାବୁ,ପଣ୍ଡା ବାବୁ, ନରେଶ ସାହୁଙ୍କ ସମେତ ଅନ୍ୟ ସବୁ ଭାଇ ମାନଙ୍କ ମହନୀୟ କର୍ମକୁ ସହେ ସଲାମ ସହ ସହଯୋଗୀ ପୂର୍ବତନ ସରପଞ୍ଚ କ୍ଷୀରୋଦ ଯେନା, ସମାଜସେବୀ ସୁଧୀର ସାହୁ, ସଂଜୀବ ରଣା, ବାପୁନଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ www.navjivanfoundation.org





 

No comments:

Post a Comment