Thursday, August 20, 2026

ପାଣି ଘେରରେ ଧାମନଗର-ଧାମନଗର ବ୍ଲକ ନଦୀଗାଁ ପଞ୍ଚାୟତରେ ବୈତରଣୀର ଶାଖା ନାଳରେ ଘାଇ ଯୋଗୁଁ ବନ୍ୟା ପାଣି ନିଷ୍କାସନ ହୋଇପାରୁନାହିଁ; ଘେରରେ ରହିଛି ଶହ ଶହ ଏକର ଫସଲ। ଲଗାତାର ବନ୍ୟା ଯୋଗୁଁ ଜଳବନ୍ଦୀ ଅବସ୍ଥାରେ ଲୋକେ, ପାଣି ନିଷ୍କାସନ ପାଇଁ ବାଟ ନଥିବାରୁ ବଢୁଛି ଦୁର୍ଦ୍ଦଶା। www.navjivanfoundation.org


 

No comments:

Post a Comment