Friday, August 21, 2026
ଶୁଭକାମନା ସହ ସୁସ୍ଥ ନିରୋଗ ଜୀବନ ଯାପନ କାମ୍ୟ ନନା ଧାମନଗର ମାଟିର ବରିଷ୍ଠ ସାମ୍ବାଦିକ, ସମସ୍ତଙ୍କ ପ୍ରିୟ ସୁଧାକର ଦାଶ (ସୁଧା ନନା)ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ଆପଣଙ୍କ ଜୀବନର ଚଲାପଥ ସଦା ସୁଖମୟ, ସୁସ୍ଥ ଓ କୁସୁମିତ ହେଉ। ଆପଣଙ୍କ ଜୀବନରେ ହସ, ଖୁସି ଓ ସଫଳତା ଭରିଯାଉ—ଏତିକି ମୋର ଅନ୍ତରିକ ପ୍ରାର୍ଥନା। 🙏 ଶୁଭ ଜନ୍ମଦିନ ସୁଧା ନନା। www.navjivanfoundation.org
Subscribe to:
Post Comments (Atom)
No comments:
Post a Comment