Saturday, August 22, 2026
ଧନୀ କି ଗରିବ କଥା ନୁହେଁ ,, ଏ ବନ୍ୟା ବିପର୍ଯ୍ୟାୟ ସମସ୍ତଙ୍କୁ କରିଛି କ୍ଷତିଗ୍ରସ୍ତ ! ଆଜି ସୁଦୂରରେ ଥାଇ ବି ନିଜ ଗାଁ ପ୍ରତି ଭଲପାଇବା କର୍ତ୍ତବ୍ୟ କରିଛନ୍ତି ସାମାଜିକ କର୍ମୀ ସାନ ଭାଇ ଜଗନ ସାହୁ, ସାଥିରେ ସହଯୋଗୀ ଭାବେ ସାନ ପରେଶ ସାହୁ, ସ୍ଥାନୀୟ ୱାଡ଼ ସଭ୍ୟା ମାଳତି ସାହୁ, ଯୁବ ସମାଜସେବୀ ଜଗନ ମିଶ୍ର, ପରୋକ୍ଷରେ ସୁଶାନ୍ତ ବାବୁ, ସୁରେନ୍ଦ୍ର ମଣ୍ଡଳ, ଉତ୍ତମ ବାବୁ, କରୁଣା ମଣ୍ଡଳଙ୍କ ସହାୟତାରେ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା ଧୂଷୁରୀ ବିଜ୍ଞାପିତ ଅଞ୍ଚଳ ୧ ନମ୍ବର ୱାର୍ଡ ଖୋପସାହି ଠାରେ ! www.navjivanfoundation.org
Subscribe to:
Post Comments (Atom)
No comments:
Post a Comment