skip to main |
skip to sidebar
ପ୍ରିୟ ମଣିଷ ବେତାଳିଗାଁର ବହି ବ୍ୟବସାୟୀ, ନେତାଜୀ ଜୟନ୍ତୀ କମିଟି ସମ୍ପାଦକ ବଡ଼ ଭାଇ ମୃତ୍ୟୁଞ୍ଜୟ ସାହୁ { ରୋଗା ଭାଇ } ଙ୍କ ଏକାଦଶାହ କ୍ରିୟାରେ ଅଶ୍ରୁପୂର୍ଣ୍ଣ ଶବ୍ଦାଞ୍ଜଳି ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅମର ଆତ୍ମାର ସଦ୍ଗତି କାମନା କଲୁ ବିଶ୍ଵନିୟନ୍ତାଙ୍କ ନିକଟରେ! www.navjivanfoundation.org
No comments:
Post a Comment