Saturday, September 12, 2026
ମୃତ୍ୟୁକୁ ଜୟ କରିପାରିଲେନି ମୃତ୍ୟୁଞ୍ଜୟ ଭାଇ ମାତ୍ର ୪୬ ବର୍ଷ ବୟସରେ ହୃଦଘାତରେ ଆରପାରିକୁ ଚାଲିଗଲେ କୀଡୀନ ରୋଗରେ ଚିକିତ୍ସା ହେଉଥିବ ବେତାଳିଗାଁ ହାଟ ନେତାଜୀ ଜୟନ୍ତୀ କମିଟି ସମ୍ପାଦକ ବଡ଼ ଭାଇ ମୃତ୍ୟୁଞ୍ଜୟ ସାହୁ, ପାଳସାହି ଆଖ ପାଖ ଜେତେ କାର୍ଯ୍ୟକ୍ରମ ହୁଏ ସବୁରେ ଆଗ ଡାକରା କରିଥିଲେ କହୁଥିଲେ ମାନସ ବାବୁ ଆମ ଗାଁ ଲୋକ ଜେତେବେଳେ ବେତାଳିଗାଁ ଯିବା ହୁଏ ସେ ଚା ପିଏଇବା ବିନା ଛାଡ଼ନ୍ତିନି ନିଚ୍ଛକ ଭଲପାଇବା ସହ !ତାଙ୍କ ଅକାଳ ବିୟୋଗ ଆମକୁ ମର୍ମାହତ କରିଛି, ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲୁ ! www.navjivanfoundation.org
Subscribe to:
Post Comments (Atom)
No comments:
Post a Comment