Saturday, September 5, 2026

ଆମ ଗାଁର ଗର୍ବ କର୍ତ୍ତବ୍ୟ ନିଷ୍ଠା ଆଶା କର୍ମୀ ସମଗ୍ର ଓଡ଼ିଶାର ଆଶା ସେବିକା ଙ୍କ ପାଇଁ ପ୍ରେରଣା ମିନତୀ ସାହୁଙ୍କୁ ଆଶାର ଦିଶା ସଂଗଠନ ପକ୍ଷରୁ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ବନ୍ୟା ଯୋଦ୍ଧା ସମ୍ମାନ ରେ ସମ୍ବର୍ଦ୍ଧନା ସତରେ ଆମ ଅଞ୍ଚଳକୁ ଗୌରବାୟୀତ୍ୱ କରିଛି! ତାଙ୍କ ପତି ଅରୁଣ ପତି ମଧ୍ୟ ସାଥିରେ ସହଯୋଗ କରି ଉଦାହରଣ ପାଲଟିଛନ୍ତି ! ଆନ୍ତରିକ ଶୁଭେଚ୍ଛା ଜ୍ଞାପନ! ଧନ୍ୟବାଦ ମୁଖ୍ୟ ଆୟୋଜକ ବାପୁ ଭାଇ ଓ ସହଯୋଗୀ ବୃନ୍ଦ www.navjivanfoundation.org






 

No comments:

Post a Comment