Saturday, October 3, 2026

ନବଜୀବନ ଫାଉଣ୍ଡେସନର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଦୀର୍ଘ 12 ବର୍ଷ ହେବ ଚାଲିଆସୁଅଛି ଓ ଯୁବଶକ୍ତି ବେଶ ଅନୁପ୍ରାଣିତ ଏ ପରିକି ବିବାହ ଉତ୍ସବରେ ମଧ୍ୟ ଗଛ ଉପହାର ଦେଉଛନ୍ତି ଯାହା ସ୍ଥାନୀୟ ଖବର କାଗଜରେ ପ୍ରକାଶିତ ହେଇସାରିଛି www.navjivanfoundation.org


 

No comments:

Post a Comment