Wednesday, June 3, 2026
1200 କୋଟି ଡଲାର୍ ଅର୍ଥ ₹11,48,76,96,00,000 ଟଙ୍କାର ସୁନା ବିକ୍ରି କରିଛି RBI। ସରକାରୀ ରିପୋର୍ଟ ଅନୁଯାୟୀ, ଆମେରିକା-ଇରାନ ବିବାଦର ମଧ୍ୟରେ, RBI ପ୍ରାୟ 12 ବିଲିୟନ ଡଲାର ମୂଲ୍ୟର ସୁନା ବିକ୍ରି କରିଛି। RBI ने 11,48,76,96,00,000 रुपये की 1200 करोड़ डॉलर की बिक्री की है। सरकारी खबरों के मुताबिक अमेरिका-ईरान विवाद के बीच आरबीआई ने करीब 12 अरब डॉलर का सोना बेचा है। www.navjivanfoundation.org
ନିଷ୍ତୁର ନିୟତି -ଜଗତସିଂହପୁର ଗାନ୍ଧୀ ବିଚାର ବ୍ୟକ୍ତିତ୍ୱ ରବି ମହାନ୍ତି ଆମ ଗାଁର ଦାଦା ପ୍ରସନ୍ନ ନାୟକଙ୍କ ଅକାଳ ବିୟୋଗ ରେ ଆଜି ଦିନଟି ମୋ ପାଇଁ ମର୍ମାହତ ହତବାକ ହେବାର ଦିନ ରବି ଭାଇଙ୍କ ସହ ୫ ଦିନ ପୂର୍ବରୁ କଥା ହେଇଥିଲି ପ୍ରସନ୍ନ ଦାଦାଙ୍କୁ ୫ ଦିନ ତମେ ତାଙ୍କ ଘରେ ଦେଖା କରି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ଆସିଥିଲି ! ଉଭୟଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି www.navjivanfoundation.org
Subscribe to:
Posts (Atom)








