Tuesday, July 14, 2026

ମା ଗୁଣ୍ଡିଚା ପ୍ରଭୁଙ୍କ ପ୍ରେମ www.navjivanfoundation.org


 

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଶ୍ରୀକ୍ଷେତ୍ର ପୁରୀ ଏବେ ସମ୍ପୂର୍ଣ୍ଣ ଚଳଚଞ୍ଚଳ। ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କୁ ବଡଦାଣ୍ଡ ଙ୍କୁ ସ୍ୱାଗତ କରିବା ପାଇଁ ବର୍ତ୍ତମାନ ପବିତ୍ର ବଡ଼ଦାଣ୍ଡ ସଜେଇ ହେବାରେ ଲାଗିଛି। "ଜୟ ଜଗନ୍ନାଥ" ଲେଖିବାକୁ ଜମାରୁ ଭୁଲି ବେନି www.navjivanfoundation.org


 

ଆସିଲାଣି ରଥ ଯାତ୍ର ଚଳଚଞ୍ଚଳ ପୁରୀ ସହର ରଥ ଉପରେ ଚଡିବାକୁ ସଂପର୍ଣ୍ଣ ସେବାୟତକୁ ମନାକରାଯାଇଛି ନ ମାନିଲେ ଆକ୍ସନ ନିଯିବ ରଥ ଉପରେ ଚଢିପରିବେନାହିଁ ସେବାୟତ କି ମୋବାଇଲ ନେବାକୁ ମନା ଫୋଟ ଉଠିପରିବେନାହିଁ ଏହାକି ସୁନ୍ଦର ଏହାକି ମୋନୁରମ ଏହି ଭବ ସଂସ୍କାର ପ୍ରଭୁତମେ ଥିଲେ ସବୁକିଛି ସଂଭବ ତୋମ କରୁଣା ଅପାର ,ଜୟ ଜଗନ୍ନାଥ www.navjivanfoundation.org


 

ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଲୋକଙ୍କ ସରକାରଙ୍କ ବଡ଼ ଆକ୍ସନ! www.navjivanfoundation.org


 

ଓଡ଼ିଶାର ଜନଜୀବନରେ ସେବା, ତ୍ୟାଗ ଓ ସମର୍ପଣର ଅମର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଦୀନଦୁଃଖୀଙ୍କ ସେବା ଓ ମାନବ କଲ୍ୟାଣ ପାଇଁ ତାଙ୍କର ଜୀବନବ୍ୟାପୀ ସାଧନା ଚିରସ୍ମରଣୀୟ ହୋଇ ରହିବ। www.navjivanfoundation.org


 

Veteran actor Zeenat Aman has appealed to the Centre to begin a dialogue with activist Sonam Wangchuk as his indefinite hunger strike entered its 17th day. Calling Wangchuk "one of India's greatest minds," she highlighted his contributions to education, innovation and environmental conservation, and urged the government to respond to peaceful protest with peaceful dialogue. Her appeal comes amid growing concern over Wangchuk's deteriorating health. www.navjivanfoundation.org


 

ତିନି ତିନି ଥରର ମୁଖ୍ୟମନ୍ତ୍ରୀ। ଓଡ଼ିଆ ଅସ୍ମିତାର ମହାନ ସାରଥୀ। ଆଧୁନିକ ଓଡ଼ିଶାର ଅନନ୍ୟ ବିନ୍ଧାଣୀ ଜନନାୟକ ଜାନକୀ ବଲ୍ଲଭ ପଟ୍ଟନାୟକ ବିଭିନ୍ନ ସୁଦୃଢ଼ ଅନୁଷ୍ଠାନର ଗଠନ, ଜନସାଧାରଣଙ୍କ ସଶକ୍ତିକରଣ ଏବଂ ଓଡ଼ିଶାର ସମୃଦ୍ଧ ଭବିଷ୍ୟତର ଦିଗ ନିର୍ଣ୍ଣୟ କରିବା ଦିଗରେ ନିଜର ସମଗ୍ର ଜୀବନକୁ ଉତ୍ସର୍ଗ କରିଦେଇଥିଲେ ଓଡ଼ିଶାର ପ୍ରଗତି ଓ ଅଭିବୃଦ୍ଧି କାହାଣୀର ପ୍ରତିଟି ସଫଳ ଅଧ୍ୟାୟରେ ତାଙ୍କର ସେହି ଅମ୍ଳାନ କୀର୍ତ୍ତିରାଜି ଏବଂ ମହାନ ଅବଦାନ ଆଜି ବି ଜୀବନ୍ତ www.navjivanfoundation.org