Tuesday, June 23, 2026

विश्व गुरु या ऋण गुरु ? ₹35,000 करोड़ के लोन को लेकर उठे सवाल! 'Vishwa Guru' or 'Debt Guru'? Questions raised over a ₹35,000 crore loan! ବିଶ୍ୱଗୁରୁ ନା ଋଣଗୁରୁ? ₹35,000 କୋଟି ଋଣକୁ ନେଇ ଉଠିଲା ପ୍ରଶ୍ନ! www.navjivanfoundation.org


 

ପିଲାଙ୍କ ଭବିଷ୍ୟତ ଅନ୍ଧାରରେ ଠେଲିଦେଇ ଓଡିଶା ସIହI ମୋଦି RSS ବିଜେପି ସମୂହ 2 ବର୍ଷର ଉତ୍ସବ ପାଳୁଛନ୍ତି www.navjivanfoundation.org


 

ଓଡିଶା ପାଠ୍ୟ ପୁସ୍ତକ ରେ ତ୍ରୁଟି ବଢ଼ିବାରେ ଲାଗିଛି ଯେମିତି ମନ୍ତ୍ରୀ ନେତା ସଂଗଠନ ସେମିତି ଶିକ୍ଷା ଓଡିଶା କୁ ମୂର୍ଖ ସାବ୍ୟସ୍ତ କରିଦେଲା ଏ ସIହI ମୋଦି RSS ବିଜେପି ସରକାର ତାଙ୍କ କିଛି ଚାଟୁକାରଙ୍କ ସହ - ଅଶ୍ୱନୀ ଭାଇ ,ପ୍ରଧାନ ଭାଇ ଓ ପ୍ରଖ୍ୟାତ ଚାଟୁକାର ପତ୍ର ଭାଇ ଙ୍କ ଦ୍ୱାରା ଓଡିଶା ଗରିବ ହେଲେ ବି ଶିକ୍ଷିତ ଥିଲା ମାତ୍ର ଏ ମାନେ କଳଙ୍କ ବୋଳିଦେଲେ ଏ ଭାଇ ମନକୁ ଓଡିଶା ସର୍ବଦା ମାନେ ରଖିବା www.navjivanfoundation.org


 

ବୁଗୁଡ଼ାରେ ବଢ଼ିଲା ବିଜୁ ଜନତା ଦଳର ବଳ। ହଜାରରୁ ଊର୍ଦ୍ଧ୍ବ କର୍ମୀ ବିଜେପି ଛାଡି ବିଜେଡିରେ ଯୋଗ ଦେଲେ। ସଭାପତି ଶ୍ରୀ Naveen Patnaik ଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷ, ୪ ଜଣ ସମିତି ସଭ୍ୟ ଏବଂ ହଜାରରୁ ଊର୍ଦ୍ଧ୍ୱ କର୍ମୀ ଦଳରେ ସାମିଲ ହୋଇଛନ୍ତି। ଜନତାଙ୍କ ବିଶ୍ଵାସ ଅତୁଟ ଅଛି, ତୃଣମୂଳସ୍ତରରେ ବିଜେଡି ମଜଭୁତ ହେଉଛି। www.navjivanfoundation.org




 

ପ୍ରଚଣ୍ଡ ଗ୍ରୀଷ୍ମ ହାଉରୁ ତୃଷା କଷ୍ଟ ମେଣ୍ଟେଇବାକୁ ଆମର ଛୋଟ ପ୍ରୟାସ ତାରିଖ 19.06.2026 ରେ ପାନୀୟ ଜଳ ଓ ଲେମ୍ବୁ ସର୍ବତ ବଣ୍ଟନ www.navjivanfoundation.org


 

ଧୂଷୁରୀ ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ପୂଜ୍ୟ ଦିବଙ୍ଗତ ଅଜୟ କୁମାର ନାୟକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ନୂତନ କରି ପ୍ରତିଷ୍ଠା କରିଯାଇଥିବା ପ୍ରତିମୂର୍ତ୍ତି { ଦିବଙ୍ଗତ ଅଜୟ ନାୟକ ଓ ମାଆ ଚିତ୍ରୋତ୍ପଳା ନାୟକଙ୍କୁ } ଶ୍ରଦ୍ଧାଞ୍ଜଳି ଅର୍ପଣ କଲୁ ତାଙ୍କ ପୁତ୍ର ନ୍ୟୁ ନନା ଙ୍କ ସହ ହରିହଂସ ସ୍ଥିତ ବାସଭବନରେ ! धुसुरी सेवा सहकारी समिति के पूर्व संपादक आदरणीय अजय कुमार नायक की प्रथम पुण्यतिथि के अवसर पर स्थापित प्रतिमा {स्व. अजय नायक व माता चित्रोत्पाला नायक } अपने पुत्र न्यू नाना के साथ हरिहंसा स्थित आवास पर श्रद्धांजलि अर्पित की ! www.navjivanfoundation.org






 

ଶୁଭ ଜନ୍ମ ଦିନରେ ଶୁଭେଚ୍ଛା ପ୍ରିୟ ସାନ ଭାଇ ଗୌରବ ଗୁପ୍ତା {ଗୁଡ଼ୁ } ଆଜିର ଏହି ବିଶେଷ ଦିନରେ ବିଶ୍ୱନୀୟନ୍ତାଙ୍କ ନିକଟରେ ତୁମର ଉଜ୍ଜଳ ଭବିଷ୍ୟତ, ଉତ୍ତମ ସ୍ୱାସ୍ଥ୍ୟ ଓ ସମାଜ ପ୍ରତି ଦାୟିତ୍ୱବୋଧ ଅଗ୍ରସର ହେଉ ଏତିକି କାମନା ! जन्मदिन की हार्दिक शुभकामनाएं प्रिय छोटे भाई गौरव गुप्ता {गुडू} इस विशेष दिन पर विशवानियंता के समक्ष आपका उज्जवल भविष्य, उत्तम स्वास्थ्य एवं समाज के प्रति दायित्व निभा रहे यही कामना करता हूँ ! जन्मदिन मुबारक हो मेरे भाई www.navjivanfoundation.org