Tuesday, February 17, 2026
ସ୍କୁଲ ଭେନରେ ପିଲାମାନଙ୍କୁ ଓଭର ଲୋଡ଼କରି ନେଉଥିଲା ଡ୍ରାଇଭର, ବଞ୍ଚାଇଦେଲେ ବାଲେଶ୍ଵର ଉପଜିଲ୍ଲାପାଳ ! ଉପ-ଜିଲ୍ଲାପାଳଙ୍କୁ ମିଳୁଛି ପ୍ରଶଂସା - ବାଲେଶ୍ୱର ଜିଲ୍ଲା ସୋର ଅନନ୍ତପୁର ରାସ୍ତା ଉଲ୍ଲାସ ଖଡ଼ଗପୁର ଛକରେ ଏକ ବେସରକାରୀ ସ୍କୁଲ ଭେନ ଏକ ବାଇକ ପଛରୁ ଧକ୍କା ଦେବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଚାଲି ଯାଉଥିଲା l ପଛରୁ ବାଲେଶ୍ୱର ଉପ-ଜିଲାପାଳ ଶିବ ମାଲବ୍ୟ ଗାଡି ସମ୍ମୁଖରେ ଏଭଳି ଅବସ୍ଥା ଦେଖି ସ୍କୁଲ ଭେନଟିକୁ ଅଟକାଇବାରୁ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା l ନଅ ସିଟ ବିଶିଷ୍ଠ ସ୍କୁଲ ଭେନରେ ୧୮ ଶିଶୁ ପ୍ରାୟ ୫ ବର୍ଷରୁ ୮ ବର୍ଷ ମଧ୍ୟରେ ସ୍କୁଲରୁ ଘରକୁ ଫେରୁଥିବା ବେଳେ ଉପ ଜିଲ୍ଲାପାଳ ଶ୍ରୀ ମାଲବ୍ୟ ଦେଖି ଶିଶୁମାନଙ୍କୁ ପାଣି ପିଆଇବାକୁ ପରାମର୍ଶ ଦେଇ ଅନ୍ୟ ଗାଡ଼ିରେ ଶିଶୁମାନଙ୍କୁ ଛାଡିବାକୁ ପରାମର୍ଶ ଦେଇଥିଲେ www.navjivanfoundation.org
Subscribe to:
Post Comments (Atom)
No comments:
Post a Comment