Tuesday, August 11, 2026

ସତର୍କ ରୁହନ୍ତୁ, ସାପଠାରୁ ସାବଧାନ! ଦେସାହି ପଞ୍ଚାୟତରେ ଏବେ ବିଭିନ୍ନ ସ୍ଥାନରେ ସାପ ଦେଖାଯାଉଛି। ବିଶେଷ କରି ଛୋଟ ପିଲାମାନଙ୍କୁ ସତର୍କ ରଖନ୍ତୁ ଏବଂ ଘର ଆଖପାଖରେ ସାବଧାନ ରୁହନ୍ତୁ। ଆଜି Animal Rescue Team ଦେସାହି ପଞ୍ଚାୟତରୁ ଏକ ଗୋଖର ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ସାପ ଦେଖିଲେ ଭୟଭୀତ ହୋଇ ମାରିବାକୁ ଚେଷ୍ଟା କରନ୍ତୁ ନାହିଁ। Rescue Teamକୁ ଖବର ଦିଅନ୍ତୁ। ଆମ ଗାଁର ସତ କଥା www.navjivanfoundation.org


 

No comments:

Post a Comment