Tuesday, August 11, 2026
ଭାଇ ଭରତ ବାରିକଙ୍କ ସଂଯୋଜନାରେ ବନ୍ଧୁ ରାକେଶ ପଲାଇ,ରଶ୍ମି ରଞ୍ଜନ ଯେନା, ଗୌତମ ପୋଥାଳ,ୟୁଟ୍ୟୁବର ଅଂଶୁମାନ ନାୟକଙ୍କ ସହଯୋଗୀତା ରେ ସାମାଜିକ କର୍ମୀ ମିଥୁନ ଯେନା, ସାମ୍ବାଦିକ ସତ୍ୟ ବେହେରା, ପପୁ ବାବୁଙ୍କ ସ୍ବେଛାସେବକତା ରେ ପିତେଇପୁର ଓ ମିଶ୍ରପୁରର କିଛି ଅଭାବୀ ପରିବାରଙ୍କୁ ସ୍ୱତନ୍ତ୍ର ସହାୟତା ( ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ) ବଣ୍ଟନ କଲୁ! www.navjivanfoundation.org
Subscribe to:
Post Comments (Atom)
No comments:
Post a Comment