skip to main |
skip to sidebar
ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଓଲଗ, ବୋଡ଼କ ବର୍ତମାନ ବି ଯୋଗାଯୋଗ ବାଧାପ୍ରାପ୍ତ ଏବଂ ନାନ୍ଦପୁର ପଞ୍ଚାୟତ କୋଲିଖିଆ, ଆରଡ଼ି ପଞ୍ଚାୟତ ଶୀତଳପୁର ଆଦି ଆଖ ପାଖ ପଞ୍ଚାୟତରେ ଲୋକଙ୍କ ସମସ୍ୟା ସହ ଯୋଡ଼ିହେଲୁ ସକ୍ଷମନୁସାରେ ଶୁଖିଲା ଖାଦ୍ୟ ବାଣ୍ଟିଲୁ! ଆରଡ଼ି ଅଞ୍ଚଳର ସମାଜସେବୀ ଭାଇ ସ୍ୱାଧୀନ ଦାସ ଓ ସଞ୍ଜୟ ଭାଇ ଙ୍କ ସହାୟତା ରେ ! www.navjivanfoundation.org
No comments:
Post a Comment