Sunday, August 23, 2026

ଗେଙ୍ଗୁଟି ନଦୀରେ ହଠାତ୍ ବନ୍ୟାଜଳ ବଢ଼ିବାରୁ ବିଲରୁ ଘରକୁ ଫେରୁଥିବା ବେଳେ ଜଣେ ଚାଷୀ ଭାସିଯାଇ ନିଖୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ଚାଷୀ ହେଲେ ଧାମନଗର ଥାନା ଅଧୀନ ଆନନ୍ଦପୁର ପଞ୍ଚାୟତ ପାହାଡ଼ପୁର ଯେନାସାହିର ଗଣେଶ ଯେନା (୫୨) www.navjivanfoundation.org


 

No comments:

Post a Comment